ସବୁ ଘର ପାଇଁ ଡିଜିଟାଲ ନମ୍ବର, ହୋଲ୍‌ଡିଂ ଟିକସ ଆୟ ବଢ଼ିବ:୫ମାସରେ ସରିବ ଘର ନମ୍ବରିଂ

ଭୁବନେଶ୍ୱର: ରାଜଧାନୀର ସବୁ ଘର ପାଇଁ ଏକ ସ୍ୱତନ୍ତ୍ର ଡିଜିଟାଲ ନମ୍ବର ମିଳିବ। ଏହି ନମ୍ବରକୁ ଗୁଗୁଲ୍‌ ମ୍ୟାପ୍‌ରେ ପକାଇଦେଲେ ଲୋକଙ୍କୁ ଆଉ ଘର ଠିକଣା ଖୋଜିବାକୁ ପଡ଼ିବନି। କେବଳ ଏତିକି ନୁହେଁ ବିଏମ୍‌ସି ପାଖରେ ଘରର ସବିଶେଷ ତଥ୍ୟ ରହିବ, ସେହି ଅନୁଯାୟୀ ହୋଲ୍‌ଡିଂ ଟିକସ ବି ଆଦାୟ କରିବ। ରାଜ୍ୟ ସରକାର ବି ଏହି ନମ୍ବର ମାଧ୍ୟମରେ ଘରର ସମ୍ପୂର୍ଣ୍ଣ ତଥ୍ୟ ରଖି ବିଭିନ୍ନ ସରକାରୀ ଯୋଜନାକୁ … Continue reading ସବୁ ଘର ପାଇଁ ଡିଜିଟାଲ ନମ୍ବର, ହୋଲ୍‌ଡିଂ ଟିକସ ଆୟ ବଢ଼ିବ:୫ମାସରେ ସରିବ ଘର ନମ୍ବରିଂ